ଭୋକ ପାଇଁ ସଂଘର୍ଷ । ଭଲ ଖାଦ୍ୟ ତ ଦୂରର କଥା । ଏଠାରେ ତ ମୁଠାଏ ଦାନା ପାଇଁ ଡହଳବିକଳ ଜୀବନ । ଶୁଖିଲା ଭାତରେ ପୁରୁଛି ପେଟ ଗିନାରେ କିଛି ଭାତ ଧରି ତାକୁ ଘେରି ରହିଛନ୍ତି 6 ଶିଶୁ । ଖାଇବା ଯାହା ବି ହେଉନା କାହିଁକି ଖୁସିରେ ଖାଇ ଚାଲିଛନ୍ତି । ଏପରିକି 8 ମାସର ଶିଶୁ ମଧ୍ୟ ଖାଉଛି ଭାତ ଚକଟା ....
#Argusnews #Odisha #Puri #Kakatpur #Govt_Yojona_Fail #Malnutrition