ଆଳି ନିର୍ବାଚନ ମଣ୍ଡଳୀର ଏରଡ଼ଙ୍ଗ ପଞ୍ଚାୟତରୁ ଆସିଛି ସଙ୍ଗୀନ ତଥ୍ୟ । ଦୁଇ ନମ୍ବର ୱାର୍ଡ଼ର ଗୀତାଞଳି ଜେନାଙ୍କ ନାଁରେ ପ୍ରଧାନମନ୍ତ୍ରୀ ଆବାସର ଯୋଜନାରେ କାର୍ଯ୍ୟାଦେଶ ସହ ଚାରିଟି କିସ୍ତିରେ 1 ଲକ୍ଷ 20 ହଜାର ଟଙ୍କା କେହି ଉଠାଇ ନେଇଥିବା ଅଭିଯୋଗ ହୋଇଛି...
#TheArgus #Odishanews #PM_Awas_Yojona_Scam #Kendrapada