କରୋନା ପାଇଁ ଜୀବନ ଆଗରେ ଜୀବିକା ବନ୍ଧା ପଡିଛି..ଜୀବନକୁ ବଞ୍ଚାଇବାକୁ ଯାଇ ଜୀବାକାକୁ ହରାଇଛନ୍ତି ଅନେକ ଲୋକ.. ଏଥିରୁ ତୁଷାର ବି ବାଦ ପଡିନାହାନ୍ତି .. MBA ସାଙ୍ଗକୁ MA IN ENGLISH କରିଛନ୍ତି..କରୋନା ଆଜି ତାଙ୍କୁ ରାସ୍ତାରେ ସାନିଟାଇଜର ବିକିବାକୁ ବାଧ୍ୟ କରିଛି ...
#ArgusNews #Odisha #Covid_19 #coronavirus