ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ଟୁଇଷ୍ଟ ସାମ୍ନାକୁ ଆସୁଛି । ମୁମ୍ବାଇ ପୋଲିସ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଲେ ସୁଶାନ୍ତଙ୍କ ଓକିଲ । କହିଲେ ଅଭିନେତ୍ରୀ ରିୟାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛି ପୋଲିସ । ମାମଲାରେ ତଥ୍ୟ ସହ ହୋଇପାରେ ଛେଡଛାନି ....
#TheArgus #SushantSinghRajput_Suicide_Issue #Mumbai_Police
