ଓମିକ୍ରନ୍ କୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କର ପତିକ୍ରିୟା। ଭୟ କରିବାର କୌଣସି କାରଣ ନାହିଁ l କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛି କିଏ କେଉଁଠି ଆସୁଛି ଆମକୁ ତଥ୍ୟ ଦିଅନ୍ତୁ l ଏନେଇ who କୌଣସି ସଠିକ୍ ତଥ୍ୟ ଦେଇନାହିଁ l ଭୟ ନକରି ସତର୍କ ରହିବାକୁ ସ୍ବାସ୍ଥ୍ୟ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି l
#CoronaVirus #NewVariantfears #Omicron #HealthDepartment #HealthMinister #Odisha #ArgusNews