କରୋନା ଚିକିତ୍ସା ପାଇଁ ନୂଆ ନିୟମ । ଲକ୍ଷଣ ନଥିବା କିମ୍ବା ସାମାନ୍ୟ ଲକ୍ଷଣ ଥିବା କରୋନା ଆକ୍ରାନ୍ତଙ୍କ ପାଇଁ ବଦଳିଲା ଚିକିତ୍ସା ନିୟମ। ଔଷଧ ତାଲିକାରୁ କ୍ଲୋରକ୍ୟୁଇନ୍ , ଆଇଭରମ୍ୟାକ୍ଟିନ୍ , ଜିଙ୍କ୍ ଓ ମଲ୍ଟି ଭିଟାମିନ୍ ବାଦ ଦିଆଯାଇଛି।
#ArgusNews #Odisha #ArgusTv #CovidUpdate #NewRules #CovidTreatment