ଦେଶରେ କମୁଛି ସଂକ୍ରମଣ । ଏହା ଶୁଭ ସଙ୍କେତ ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ। ଗତ 24 ଘଣ୍ଟାରେ 1 ଲକ୍ଷ 14 ହଜାର 428 ସକ୍ରିୟ ମାମଲା ସାମ୍ନାକୁ ଆସିଛି। ସେହିପରି ରାଜ୍ୟରେ କୋରୋନା ପିକ୍ କ୍ରସ କରି ସାରିଲାଣି ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।
#ArgusNews #Odisha #Corona #CovidPositive #CoronaPandemic