ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍ । ଆଜି ୬ ହଜାର ତଳକୁ ଖସିଲା ଦୈନିକ ସଙ୍କ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୫ ହଜାର ୮୯୧ ପଜିଟିଭ୍ । କ୍ବାରେଣ୍ଟାଇନରୁ ୩ ହଜାର ୪୧୩ ଓ ଲୋକାଲ କେସ୍ ରହିଛି ୨ ହଜାର ୪୭୮ କେସ୍।
#Covid19 #CoronaVirus #Coronagraph #Covidpositive #ArgusNews