#ଡରାଉଛି_କରୋନା
ଭୁବନେଶ୍ବର ଓ କଟକରେ ସଂମକ୍ରମଣରେ ବ୍ରେକ ଲାଗିବାର ନା ଧରୁନି । ସଟଡାଉନ ଲକଡାଉନ ଚାଲିଛି। କିନ୍ତୁ ସଂକ୍ରମଣରେ ହ୍ରାସ ଘଟୁନି । ଅନ୍ୟ ସବୁ ଜିଲ୍ଲାରେ ସ୍ଥିତି ସ୍ବାଭାବିକ ହେଉଥିବା ବେଳେ ଭୁବନେଶ୍ବର ଓ କଟକର ସ୍ଥିତି କିନ୍ତୁ ଚିନ୍ତା ବଢାଇଲାଣି ।
#ArgusNews #Odisha #ArgusNewsTv #CoronaVirus