#ତୃତୀୟ_ଲହରକୁ_ନେଇ_କେତେ_ପ୍ରସ୍ତୁତ_ଓଡିଶା?
ବର୍ଡର ଜିଲ୍ଲା ପାଇଁ ବଢିଲା ଟେନସନ୍... ଛତିଶଗଡରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଫୋକସରେ ନୂଆପଡା । ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଠିକଣା ସମୟରେ ପଦକ୍ଷେପ ନେବେ ରାଜ୍ୟ ସରକାର ।
#ArgusNews #Odisha #ArgusNewsTv #CoronaVirus #3rdWave #preparation