ଦେଶରେ ତଳମୁହାଁ କୋରୋନାର ଦ୍ବିତୀୟ ଲହର । ଦେଶରେ ପ୍ରତିଦିନ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା କିଛି ଏହା ହିଁ କହୁଛି । ମେ 7 ତାରିଖରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 4 ଲକ୍ଷ 14 ହଜାର ଚିହ୍ନଟ ହୋଇଥିଲା । କିନ୍ତୁ ଏହାପରେ ଲଗାତାରା ଏହି ସଂଖ୍ୟା ତଳକୁ ଖସୁଛି...
#ArgusNews #Odisha #coronavirus #CovidPositive