#ଦେଶ_ରେତୃତୀୟ_ଲହରକୁ_ନେଇ_ବଢୁଛି_ଚିନ୍ତା
#ପିଲାଙ୍କୁ_ସଂକ୍ରମଣ_ପଛରେ_ବାହକ_ହୋଇପାରନ୍ତି_ବାପା_ମାଆ
ସେଥିପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ତୃତୀୟ ଲହରରେ ଅଧିକ ଶିଶୁ ସଂକ୍ରମିତ ହେବାର ଆଶଙ୍କା ଥିବାରୁ କଟକ ଏସସିବିର କୋଭିଡ୍ ୱାର୍ଡରେ ଶିଶୁମାନଙ୍କ ପାଇଁ ୨୫ଟି ସ୍ବତନ୍ତ୍ର ଆଇସିୟୁ ବେଡ୍ କରାଯାଇଛି ।
#thirdwave #COVID19 #coronavirus #children #Cuttack #SCB #Odisha #ArgusNews