ସାମ୍ନାକୁ ଆସିଲା ଓମିକ୍ରନର ନୂଆ ଲକ୍ଷଣ । ତାହା ହେଉଛି ଭୋକ ନହେବା । ଯଦି ଆପଣ ଅନ୍ୟ କିଛି ଲକ୍ଷଣ ସହ ଭୋକ ନଲାଗିବା ଭଳି ଅନୁଭବ କରୁଛନ୍ତି । ତାହେଲେ ଆପଣଙ୍କୁ ଡାକ୍ତର କିମ୍ବା ବିଶେଷଜ୍ଞଙ୍କ ସହ ପରାମର୍ଶ ନେବା ଉଚିତ ।
#Omicron #Symptoms #doctorconsultation #Covid19 #CoronaVirus #ArgusNews