୫ ରୁ ୧୮ ବର୍ଷର ୨୩ ଲକ୍ଷ ୬୫ ହଜାର ପିଲା ନେବେ ଟୀକା । କେନ୍ଦ୍ର ସରକାର ଏହି ହିତାଧିକାରୀଙ୍କ ତାଲିକା ପ୍ରକାଶ କରିଛନ୍ତି । ୩ ତାରିଖରୁ ଟୀକାକରଣ ଆରମ୍ଭ ହେବ। ଏଥିପାଇଁ ୧ ତାରିଖରୁ ପଞ୍ଜିକରଣ ଆରମ୍ଭ ହେବ । ପିଲାମାନେ କୋଭକ୍ସିଂନ ଟୀକା ନେବେ ।
#vaccinated #Covaxin #children #HealthDepartment #registration #ArgusNews