ଆଗକୁ ଆସିପାରେ କରୋନାର ତୃତୀୟ ଲହର । ଅଧିକ ଆକ୍ରାନ୍ତ ହୋଇପାରନ୍ତି ଶିଶୁ । ଏଥିଲାଗି ସତର୍କ ରହିବାକୁ କହିଛନ୍ତି ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ସେପଟେ ଶିଶୁଙ୍କ ଚିକିତ୍ସା ଲାଗି ଶିଶୁଭବନକୁ ସେଣ୍ଟର ଅଫ ଏକ୍ସଲେନ୍ସିରେ ପରିଣତ କରାଯିବ ।
#COVID19 #corona #pendamic #child #Cuttack #sisubhavan #ArgusNews #Odisha