#ନୂଆବର୍ଷରୁ_ଆସିବ_କି_ନୂଆ_ଗାଇଡଲାଇନ୍ ?
#ରାଜ୍ୟରେ_ପୁଣି_ବାଧ୍ୟତାମୂଳକ_ହେବ_କି_ମାସ୍କ ?
ବିଶ୍ବରେ କୋରୋନାର କହର। କୋଭିଡର ନୂଆ ଭାରିଆଣ୍ଟ BF7 ବର୍ତ୍ତମାନ ସାରା ବିଶ୍ବରେ ଆତଙ୍କ ଖେଳାଇଛି। ଚୀନରେ ଭୟଙ୍କର ସ୍ଥିତି। ଦେଶରେ ଏକାଧିକ ମାମଲା ଚିହ୍ନଟ ପରେ ରାଜ୍ୟ ସରକାର କୋରୋନା ମୁକାବିଲା ହେଉଛନ୍ତି ପ୍ରସ୍ତୁତ...।
#ArgusNews #COVID19 #BF7Variant #covidguidelines #ChinaCovidCases #OdishaGovt #Odisha