ରାଜ୍ୟରେ ଲଗାତାର ବଢିବାରେ ଲାଗିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧୧୯୬ ପଜିଟିଭ ଚିହ୍ନଟ । କ୍ବାରେଣ୍ଟାଇନରୁ ୬୯୯ ଓ ଲୋକାଲ୍ କେସ୍ ୪୯୭ ରହିଛି । ସେହିପରି ଖୋର୍ଦ୍ଧାରୁ ସର୍ବାଧିକ ୩୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
#CovidPositive #Coronavirus #CovidUpdate #Odisha #ArgusNews