କୋଭିଡ୍ର ସମସ୍ତ ଲକ୍ଷଣ ଥିବା ସତ୍ୱେ ବି ରିପୋର୍ଟ ଆସୁଛି ନେଗେଟିଭ୍ । ଏବେ ଏହିପରି ରିପୋର୍ଟ ପାଲଟୁଛି ଡାକ୍ତରଙ୍କ ପାଇଁ ଚିନ୍ତାର କାରଣ । ତେବେ କାହିଁକି ଏପରି ଆସୁଛି ନେଗେଟିଭ୍? ଏପରି ହେଲେ କ’ଣ କରିବେ ଜଣେ ସଂକ୍ରମିତ? ଏଥିପାଇଁ କ’ଣ ରହିଛି ଗାଇଡ୍ ଲାଇନ୍?
#ArgusNews #National #Covid_Report #Negetive