ଆଜି ଠାରୁ ଦେଶରେ ଲାଗୁ ହୋଇଛି ଅନଲକ 5.0 । ଯେଉଁଥିରେ ଅନଲକ 4.0 ଅପେକ୍ଷା ଏକାଧିକ ନିୟମକୁ କୋହଳ କରାଯାଇଛି । ତଥାପି ଅବହେଳା ନକରି ସଚେତନ ହେବା ସହ ସରକାରଙ୍କ ଗାଇଡ଼ଲାଇନ ମାନିବାକୁ କହିଛନ୍ତି ରାଜଧାନୀର ଯୁବ ପିଢ଼ି ଏବଂ ବୟସ୍କ ....
#Argusnews #Odisha #COVID19 #Guideline #Unlock #Five_Point_Zero