ରାଜ୍ୟରେ 3 ହଜାରରୁ ଅଧିକ ପଜିଟିଭ ଚିହ୍ନଟ ଟ୍ରେଣ୍ଡ ଜାରି । ଆଜି ପୁଣି 3 ହଜାର 861 ପଜିଟିଭ ଚିହ୍ନଟ ହୋଇଛନ୍ତି । ପୁଣି ଟପରେ ଖୋର୍ଦ୍ଧା, ଦ୍ବିତୀୟରେ କଟକ । ସେପଟେ ରାଜଧାନୀରେ ଗଞ୍ଜାମ ମଡେଲ ଲାଗୁ କରିବାକୁ ବିଏମସି ଆରମ୍ଭ କଲା ସମ୍ପର୍କ ଅଭିଯାନ ...
#ArgusNews #OdishaNews #Covid19_Positive #Odisha_Fight_Corona