ଭୟଙ୍କର ହେଉଛି ଭାଇରସ । ଦିନକୁ ଦିନ ବଢିଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦିଆଯାଇଛି । ସେହିପରି ବିଭିନ୍ନ ସଂକ୍ରମଣ ପ୍ରବଣ ସ୍ଥାନକୁ ସଟଡାଉନ ଘୋଷଣା କରାଯାଇଛି....
#ArgusNews #Odisha #Puri #Kalahandi #Berhampur #Covid19