ରାଜଧାନୀରେ ହେବ କରୋନା ଜନିତ ମୃତ୍ୟୁର ଡେଥ ଅଡିଟ । କେତେ କରୋନା ରୋଗୀଙ୍କ ମୃତ୍ୟୁ ହେଉଛି ଓ କେଉଁ କାରଣରୁ ହେଉଛି ତାର ହେବ ଅଡିଟ । ଏଥିପାଇଁ ବିଏମସି ଗଠନ କରିଛି ତିନୋଟି ଟିମ୍ । ସରକାରୀ ଓ ଘରୋଇ ହସ୍ପିଟାଲରେ ହେଉଥିବା କରୋନା ରୋଗୀଙ୍କ ମୃତ୍ୟୁର ଅଡିଟ କରାଯାଇ ସ୍ୱାସ୍ଥ୍ୟ ବିଭାଗକୁ ଦିଆଯିବ ତୁରନ୍ତ ରିପୋର୍ଟ ....
#Argusnews #Odisha #Bhubaneswar #Corona_Death