ଆପଣ କରୋନା ପଜିଟିଭ୍ କି ? ତେବେ ସତର୍କ ରୁହନ୍ତୁ । ଆମେ ଆପଣଙ୍କୁ କହିବୁ ଆପଣ ସଂକ୍ରମିତ ହେବାର କେତେଦିନ ଯାଏଁ ସୁରକ୍ଷିତ । କେତେଦିନ ଯାଏଁ ଆପଣ ଘରେ ରହି ଚିକିତ୍ସା କରାଇ ପାରିବେ । କେତେବେଳେ ଆପଣ ଯିବେ ହସ୍ପିଟାଲ । ସ୍ଥିତି ଗମ୍ଭୀର ହେଲେ କଣ କରିବେ ....
#ArgusNews #Odisha #COVID19 #CovidPositive #CovidGuideline