ରାଜ୍ୟରେ କୋରୋନା ସ୍ଥିତିକୁ ଦେଖି ଟେଷ୍ଟିଂ ସଂଖ୍ୟା ବଢାଇବାକୁ ଯୋଜନା ରଖିଛନ୍ତି ସରକାର । ଅଗଷ୍ଟ 20 ସୁଦ୍ଧା 50 ହଜାର ପରୀକ୍ଷଣ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଆଗକୁ 1 ଲକ୍ଷ ପରୀକ୍ଷଣ ପାଇଁ ସ୍ଥିର ହୋଇଛି । ପ୍ରତି ବ୍ଲକ ଓ ସବଡିଭିଜନ ସ୍ତରରେ ଟେଷ୍ଟିଂ ସୁବିଧା ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ
#ArgusNews #OdishaNews #Covid19_Testing #CM