ସିଲଭର ସିଟିକୁ କୋରୋନା ଭୟ । ଚିନ୍ତା ବଢାଉଛନ୍ତି କୁମ୍ଭମେଳା ଫେରନ୍ତା । 30ନମୁନା ମଧ୍ୟରୁ 13ପଜିଟିଭ ଚିହ୍ନଟ । ସଂକ୍ରମଣ ରୋକିବାକୁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଛି ଜୋରଦାର ଉଦ୍ୟମ । କୋରୋନା ମୁକାବିଲା ନେଇ ଆପଣା ଯାଉଛି ପୂର୍ବବର୍ଷର ରଣନିତୀ....
#ArgusNews #Odisha #Cuttack #Corona #Kumbhamela_Retunee