ପାଟି ଖୋଲିଲେ ଅନବରତ ଚାଲିଛି ଶ୍ଳୋକ ଉଚ୍ଚାରଣ । ତାହା ପୁଣି ଗୀତାର ଶ୍ଳୋକ । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ମାତ୍ର ୭ ବର୍ଷର ଝିଅ ପାଟିରେ ସଂସ୍କୃତ ଭାଷାରେ ଲିଖିତ ଗୀତାର ଅଷ୍ଟାଦଶ ଅଧ୍ୟାୟର ୭ଶହ ଶ୍ଳୋକ । ଦେଖନ୍ତୁ ଆମର ଏହି ସ୍ୱତନ୍ତ୍ର ରିପୋର୍ଟ ...
#ArgusNews #Mayurbhanj #Udala #Sloka #BhagabatGeeta
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app