ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଲକ ଲେଣ୍ଡୋ ଗ୍ରାମପଞ୍ଚାୟତରେ ବାତ୍ୟା ଆଶ୍ରୟ ସ୍ଥଳଠାରେ ଥିବା ସଂଗରୋଧ କେନ୍ଦ୍ର ରେ ପ୍ରବାସୀ ମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଭିଡିଓ ଭାଇରାଲ। ବାସି ଖାଦ୍ୟ ଦିଆଯାଇଛି।ପ୍ରବାସୀ ଖାଦ୍ୟ କୁ ଫୋପାଡୁଛନ୍ତି । ବାସି ଖାଦ୍ୟ ଖାଇବାକୁ ଶାସକ ଦଳର ଲୋକପ୍ରତିନିଧି ବାଧ୍ୟ କରୁଥିବା ପ୍ରବାସୀ ମାନେ କହୁଛନ୍ତି।
#TheArgus #Odishanews #Viralvideo #Khordha