ବୁର୍ଲା କୋଭିଡ ହସ୍ପିଟାଲର ଛାତିଥର ଦୃଶ୍ୟ । କାହାକୁ ବେଡ ମିଳୁନି ତ, କାହାକୁ ଭେଣ୍ଟିଲେଟର ମିଳୁନି । ମେଡିକାଲ ଭିତରେ ରୋଗୀଙ୍କୁ ନିର୍ଯାତନା । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ଅନ୍ୟପଟେ ବେଡ ଠାରୁ ରୋଗୀ ସଂଖ୍ୟା ଅଧିକ ଥିବାରୁ ଏଭଳି ସ୍ଥିତି ଉପୁଜିଥିବା ମେଡିକାଲ ପକ୍ଷରୁ କୁହାଯାଇଛି...
#ArgusNews #Odisha #Sambalpur #Burla #Covid_Hospital #Uttardayi