ମାର୍କେଟରୁ ଗାଏବ ପଲସ୍ ଅକ୍ସିମିଟର ଓ ଅକ୍ସିଜେନ ସିଲିଣ୍ଡର । ବଢୁଥିବା ସଂକ୍ରମଣ ସହ ଅକ୍ସିମିଟରର ବଢ଼ିଛି ଡିମାଣ୍ଡ । ଆଉ ଅକ୍ସିଜେନ ସିଲିଣ୍ଡରର ମଧ୍ୟ ବୃଦ୍ଧି ପାଇଛି ଚାହିଦା । ହେଲେ ରାଜଧାନୀ ଭୁବନେଶ୍ୱରରେ ଅକ୍ସିଜେନ ସିଲିଣ୍ଡର ଓ ଅକ୍ସିମିଟରର ଘୋର ଅଭାବ ଦେଖାଦେଇଛି....
#ArgusNews #Odisha #Bhubaneswar #Pulse_oximeter #oxygene_Cylinder