ଗଞ୍ଜାମରେ କୋରୋନା ତାଣ୍ଡବ ରଚିଥିବା ବେଳେ... ଚିକିତ୍ସା ବ୍ୟବସ୍ଥାରେ ଘୋର ଅବହେଳା ନେଇ ବ୍ରହ୍ମପୁର ଏମକେସିଜିରୁ ଆସିଲା ନଗ୍ନଚିତ୍ର । ହସ୍ପିଟାଲରେ ମହଜୁଦ ନାହିଁ ଅକ୍ସିଜେନ । ସେହିପରି ହସ୍ପିଟାଲରେ ବେଡ୍ ନ ମିଳିବାରୁ ଜଣେ ଗୁରୁତର ରୋଗୀଙ୍କୁ ଚଟ୍ଟାଣରେ ଶୁଆଇ ଚିକିତ୍ସା ଆରମ୍ଭ କରିଥିଲେ ଡାକ୍ତର ।...
#TheArgus #Odishanews #Ganjam #Covid19 #Health_Dept