ବଢୁଛି କଣ୍ଟେନମେଣ୍ଟ ଜୋନରେ ଥିବା ଲୋକଙ୍କ ଦୁଃଖ । ନା ମିଳୁଛି ଖାଦ୍ୟପେୟ, ନା ମିଳୁଛି ଜରୁରୀକାଳୀନ ସେବା । ଏପରିକି ପେଟପାଟଣା ପାଇଁ ଲୋକେ ବାହାରକୁ ଯାଇପାରୁନାହାନ୍ତି । କରୋନା ସଂକ୍ରମଣ ଯୋଗୁଁ ଦୀଘ ଦିନରୁ କଣ୍ଟେନମେଣ୍ଟ ଜୋନରେ ଅଛନ୍ତି ମାଲଗୋଦାମ ବେହେରା ସାହି, ଛତ୍ର ବଜାର ଜାଲୁଆ ସାହି ଏବଂ ତେଲେଗୁ ସାହିର ଲୋକେ ....
#Argusnews #Odishanews #Cuttack #Covid19_Effect #Containmentzone