#ରାଜ୍ୟର_ବଡ଼_ସହରରୁ_ସ୍ବାସ୍ଥ୍ୟସେବାର_ବିକଳ_ଚିତ୍ର
ଅକ୍ସିଜେନ ସହ ତଳେ ପଡ଼ିଛନ୍ତି ରୋଗୀ...ବୁର୍ଲାରେ ବେଡ୍ ନ ପାଇ, ରାସ୍ତା କଡ଼ରେ ମାଆ ଆଗରେ ଆଖି ବୁଜିଲା ପୁଅ...ଢେଙ୍କାନାଳରେ 5 ବର୍ଷ କୁନି ପୁଅର ଶବକୁ ମିଳିଲାନି ଗାଡ଼ି...
#ArgusNews #Odisha #Covid19 #covidpatient #IndiaFightCorona