ଦେଶେର ସଙ୍ଗୀନ ହେଉଛି କୋରୋନା ସଂକ୍ରମଣ ସ୍ଥିତି । ଏପଟେ ଦେଶର ବିଭିନ୍ନ ରାଜ୍ୟରେ ନାଇଟକର୍ଫୁ ସହ ବିଭିନ୍ନ ସହରରେ ଲକଡାଉନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ସ୍ଥିତି ନିୟନ୍ତ୍ରଣ ପାଇଁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି....
#ArgusNews #National #Corona #Corona_Graph #Night_Curfew