ରାଜ୍ୟରେ ଭୟଙ୍କର ରୂପ ଧାରଣ କରୁଛି ଭାଇରସ । ଖୁବଶୀଘ୍ର ଓଡିଶାରେ ସୃଷ୍ଟି ହୋଇପାରେ ଛତିଶଗଡ ପରିସ୍ଥିତି । ଗୁରୁବାର କୋରନାର ପାରାମିଟର ଏହି ଆକଳନକୁ ଗୋଟିଏ ପ୍ରକାର ସତ ପ୍ରମାଣିତ କରିଛି । କାରଣ ଲାଗାତାର ଭାବେ ପ୍ରତିଦିନ 100 ରୁ 200 ସଂଖ୍ୟା ଆଗକୁ ବଢି ନିଜ ପୂର୍ବ ରେକର୍ଡ ଭାଙ୍ଗୁଛି ରାଜ୍ୟର କୋଭିଡ ପରିସ୍ଥିତି ...
#ArgusNews #Odisha #Chhatishgada #Corona #Tension