କଟକ-ଭୁବନେଶ୍ବରରେ ଗୋଷ୍ଠୀ ସଙ୍କ୍ରମଣ ଆଶଙ୍କା । ସ୍ଥିତିକୁ ଦେଖି ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ବୟାନ । ଜଣେ ପଜିଟିଭ 200 ଜଣଙ୍କୁ ମଧ୍ୟ କରିପାରେ ସଙ୍କ୍ରମିତ । ସେପଟେ ବଢଥିବା ଆକ୍ଟିଭ କେସକୁ ଚିନ୍ତାଜନକ କହିଲେ ଅଶୋକ ମହାପାତ୍ର....
#ArgusNews #Odisha #Twin_City #Bhubaneswar_Cuttack #Corona #Covid19 #Group