ଲୋକଙ୍କ ଭିତର ସଚେତନତାର ଘୋର ଅଭାବ ଦେଖିବାକୁ ମିଳୁଛି । ସାମାଜିକ ଦୂରତାକୁ ଫୁ କରି ଲୋକମାନେ ଲାଇନ ଲଗାଉଛନ୍ତି । ସେ ଟିକା ପାଇଁ ହେଉ ଅବା କୋଭିଡ ଟେଷ୍ଟ ପାଇଁ । ପୋଲିସ ବି ଜଗିଛନ୍ତି କିନ୍ତୁ ସବୁ ଦେଖିବି ନିରବଦ୍ରଷ୍ଟା....
#ArgusNews #Odisha #Bhubneswar #Capital_Hospital #Corona_Guideline