କଟକ ସହରକୁ ଡରେଇଲାଣି କରୋନା। ଲଗାତାର ତିନି ଦିନରେ ଚିହ୍ନଟ ହେଲେଣି 42 ଜଣ ସଂକ୍ରମିତ। ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନମାନଙ୍କ ଠାରୁ ଚିହ୍ନଟ ହୋଇଛନ୍ତି ଏହି ସଂକ୍ରମିତ। ତେବେ ବାହାର ରାଜ୍ୟ ଓ ଜିଲ୍ଲାରୁ ଏହି ସଂକ୍ରମଣ ଆସିଛି ବୋଲି କଟକ ମହାନଗର ନିଗମ ସ୍ବାସ୍ଥ୍ୟ ବିଭାଗ ସନ୍ଦେହ କରୁଛି।...
#ArgusNews #Odisha #Cuttack #COVID19 #CoronaPositive