ଝାରସୁଗୁଡ଼ା ହୋଟେଲରେ ଖୋଲିଲା ପେଡ୍ କ୍ବାରେଣ୍ଟାଇନ ବ୍ୟବସ୍ଥା । ରାସ୍ତା,ଏୟାରପୋର୍ଟ ଓ ରେଲୱେଷ୍ଟେସନରେ ଚାଲିଛି ଜୋରଦାର ଚେକିଂ । ଖାସକରି ପଶ୍ଚିମବଙ୍ଗ ଫେରନ୍ତାଙ୍କ ଉପରେ ପ୍ରଶାସନର କଡ଼ା ନଜର । ଏହାରି ଭିତରେ ବିଜେଡି ବିଧାୟକଙ୍କ ନାଁରେ କଂଗ୍ରେସ ଆଣିଲା ନିୟମ ଉଲଂଘନ ଅଭିଯୋଗ....
#ArgusNews #Odisha #Jharsuguda #Paid_Quarentine #Checking