କନ୍ଧମାଳ ଜିଲ୍ଲା ରେ ନାଇଟ କର୍ଫ୍ୟୁ କଡାକଡି କରାଯାଇଛି । ଫୁଲବାଣୀ, ଜି. ଉଦୟଗିରି, ବାଲିଗୁଡ଼ା ଆଦି ଅଞ୍ଚଳରେ ମଧ୍ୟ ନାଇଟ କର୍ଫ୍ୟୁ କୁ କଡାକଡି କରାଯିବା ସହ ଫ୍ଳାଗ୍ ମାର୍ଚ୍ଚ ସାଙ୍ଗକୁ ଘନ ଘନ ପେଟ୍ରୋଲିଂ କରାଯାଉଛି ....
#ArgusNews #Odisha #Kandhamal #COVID19 #nightcurfew