କୋଭିଡ ପରିଚାଳନାରେ ବିଭ୍ରାଟର ଅଭିଯୋଗ ଭିତରେ ସୂଚନା ଅଧିକାର ଆଇନରେ ତଥ୍ୟ ଦେଉନାହାଁନ୍ତି ରାଜ୍ୟ ସରକାର । କେତେ ଟଙ୍କା ଖର୍ଚ୍ଚ କଲେ କେଉଁ ସଂସ୍ଥାରୁ କେତେ ମାସ୍କ ଓ ପିପିଇ କିଟି କିଣିଲେ, ଏସବୁ ପ୍ରଶ୍ନକୁ ନେଇ ଚାଲିଛି ଚର୍ଚ୍ଚା
#ArgusNews #Odisha #Covid19 #Corona_Information #RTI