#ଚିନ୍ତା_ବଢାଉଛି_କରୋନା
ବୁର୍ଲାରେ ସଂଗୀନ ହେଲାଣି ସ୍ଥିତି । କୋଭିଡ ହସ୍ପିଟାଲରେ ବେଡ ଅପେକ୍ଷା ରୋଗୀ ସଂଖ୍ୟା ମାତ୍ରାଧିକ ବୃଦ୍ଧି ପାଉଛି । ରୋଗୀଙ୍କୁ ଭେଣ୍ଟିଲେଟର୍ ଏବଂ ଅକ୍ସିଜେନ୍ ଠିକ୍ ଭାବରେ ଦିଆଯାଉନଥିବା ବେଳେ ଚିକିତ୍ସାରେ ଅବହେଳା ହେଉଥିବା ଅଭିଯୋଗ ଆଣିଛନ୍ତି ରୋଗୀଙ୍କ ସମ୍ପର୍କୀୟ....
#ArgusNews #Odisha #Covid19 #Sambalpur #CovidHospital