#ରାଜ୍ୟରେ_କେମିତି_ହେବ_ତୃତୀୟ_ପର୍ଯ୍ୟାୟ_ଟୀକା_କରଣ
ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରି ରାଜ୍ୟକୁ ଅବଗତ କରାଯାଇଛି । କୋଭିସଲଡ଼ର ସରକାରୀ ଦର ଡୋଜ ପିଛା 400ଟଙ୍କା । କୋଭାକସିନ ଡୋଜ ପିଛା 600 । ବେସରକାରୀ ଭାବେ କୋଭିସଲଡ଼ ଡୋଜ ପିଛା 600ଟଙ୍କା । କୋଭାକସିନ ଡୋଜ ପିଛା 1200 ଟଙ୍କା ....
#ArgusNews #Odisha #Covid19 #CovidVaccine #covaxin