ଦୃଢ଼ ଇଚ୍ଛାଶକ୍ତି ଆଗରେ ସବୁକିଛି ହାର ମାନିଥାଏ । ଏପରିକି ଦୃଢ଼ ଇଚ୍ଛାଶକ୍ତି ଥିଲେ ମୃତ୍ୟୁ ମୁଖରୁ ଫେରି ଆସିବା ସମ୍ଭବ ହୋଇଥାଏ । ଯାହାକୁ କରି ଦେଖାଇଛନ୍ତି 90ବର୍ଷରୁ ଉର୍ଦ୍ଧ୍ବ 2 ବୃଦ୍ଧ । ବୟସ 90 ପାର କରିଥିଲେ ମଧ୍ୟ କରୋନାକୁ ମାତ ଦେଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି.....
#ArgusNews #Odisha #Koraput #Kotpada #Covid_19