ନିର୍ଦେଶ ଥିଲା କରୋନା ମହାମାରୀ ପାଇଁ ଏଥର ଅନଲାଇନରେ ପରୀକ୍ଷା ହେବ । କିନ୍ତୁ ଆଶଙ୍କା ଥିଲା ଅନୁସୂଚିତ ଅଞ୍ଚଳରେ ଏହା ପ୍ରଭାବୀ ଢଙ୍ଗରେ କିଭଳି ପରିଚାଳନା କରାଯିବ । ଏଥିପାଇଁ କରଞ୍ଜିଆ ସ୍ବୟଂଶାସିତ ମହାବିଦ୍ୟାଳୟ ଚିନ୍ତାରେ ଥିବା ବେଳେ ଏକ ସଫ୍ଟୱେର ପ୍ୟାକେଜ ସମସ୍ତ ସମସ୍ୟାର ସରଳ ସମାଧାନ କରାଇ ପରୀକ୍ଷା ପ୍ରଣାଳୀକୁ ପ୍ରଭାବୀ କରାଇଛି ।
#ArgusNews #Odisha #GoodNews #Mayurbhanj #KARANJIA #newsoftware #onlineexam