ଖୋର୍ଦ୍ଧା ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ସମ୍ମାନ ନେଇ ଯୁକ୍ତ ତିନି ବିଜ୍ଞାନରେ ପଢ଼ୁଥିବା ଜଟଣୀ ବ୍ଲକ ତରାବୋଇ ଗାଁର ମେଧାବୀ ଛାତ୍ରୀ ମୁସ୍କାନ ତେହେସିନ ଏକା ବେଳକେ ଦୁଇ ହାତରେ ଦୁଇଟି ଭାଷାରେ ନିର୍ଭୁଲ ଓ ସୁନ୍ଦର ଭାବେ ଲେଖିବାର ଦକ୍ଷତା ହାସଲ କରିବା ସହିତ ହିନ୍ଦୀ ,ଇଁରାଜୀ,ଓଡ଼ିଆ,ସଂସ୍କୃତ ଓ ଉର୍ଦ୍ଦୁ ଆଦି ୫ ଟି ଭାଷାରେ ଓଲଟା ଅକ୍ଷରରେ ଦର୍ପଣ ଛବି ଲେଖି ପ୍ରତିପାଦିତ କରିଛନ୍ତି ନିଜର ପାରଦର୍ଶିତା ।
#GoodNews #Khordha #Jatani #MuskanTehsin #languages #writing #Odisha #ArgusNews