କଳାର ରାଜ୍ୟ ଉତ୍କଳ। ଏହାର ଶିଳାରେ ଶିଳ୍ପୀଙ୍କ ପ୍ରୟାସରୁ ଫୁଟିଥାଏ ପଦ୍ମ । ଯୁଗ ସହିତ ତାଳ ଦେଇ ଓଡ଼ିଆ ଶିଳ୍ପୀ ତାର କଳା ଭାସ୍କର୍ଯ୍ୟ ଜରିଆରେ ଓଡ଼ିଶାର ସଂସ୍କୃତିକୁ ବିଶ୍ୱ ଦରବାରରେ ପହଂଚାଇବା ସହିତ ଏହାକୁ ଜୀବିକା କରି ସ୍ୱାବଲମ୍ବୀ ହୋଇପାରିଛି ।
#ArgusNews #Odisha #GoodNews #Khordha #kathamukha