ବୟସ ମାତ୍ର ୪ବର୍ଷ ୪ମାସ । ଏହି ବୟସରେ ନିଜର ମେଧା ଆଉ ଅସାଧାରଣ ସ୍ମୃତି ଶକ୍ତି ବଳରେ ଅନେକ କଠିନ ପ୍ରଶ୍ନର ଚଟାପଟ ଉତ୍ତର ଦେଇ ଚକିତ କରାଉଛନ୍ତି ବ୍ରହ୍ମପୁର ନିଳାଞ୍ଚଳନଗରର ଆରବ ପଟ୍ଟନାୟକ ଦାଶ।ସେ ନିକଟରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ।
#ArgusNews #Odisha #GoodNews #indiabookofrecord #Berhampur #ArabPatnaikDash