#ଚୋର_ଗଲା_ପରେ_ପୋଲିସର_ପହରା
ଜେଲ ବାହାରେ ଉପରେ ସବୁଠି ବନ୍ଧୁକଧାରୀ ସୁରକ୍ଷା କର୍ମୀ ମାରୁଛନ୍ତି ପଇଁତରା। ଏ ଚିତ୍ର କନ୍ଧମାଳ ବାଲିଗୁଡ଼ା ସବ ଜେଲର। ହତ୍ୟା ମାମଲାରେ ଏଠି ସଜା ଭୋଗୁଥିବା କଏଦୀ ଟୁକୁନା ମାଳି ସମସ୍ତଙ୍କୁ ଚକମା ଦେଇ ସୋମବାର ଜେଲରୁ ଫେରାର ହୋଇଯାଇଥିଲା ।
#Kandhamala #jail #police #ArgusNews