#ଜଳସମ୍ପଦ_ବିଭାଗ_ପାଲଟିଛି_ଠିକାଦାର_ପୋଷା_ବିଭାଗ !
ବିକାଶ କାମ ଚାଲିଛି ଯାହା ଦେଖିଲେ ବିଶ୍ୱାସ କରିହେବ ନାହିଁ । ମାଟି ଉପରେ ସିମେଣ୍ଟ ଘଷି ଠକି ନେଇଛନ୍ତି 6 କୋଟି ଟଙ୍କା । ଆଉ କେନାଲ କାମ ଏମିତି ହୋଇଛି ପାଣି ଆସିବା ପୂର୍ବରୁ କେନାଲରୁ ଖସିଲାଣୀ ପଢାପଢା ପଲସ୍ତରା
#ArgusNews #Odisha #ArgusNewsTV #PC #WaterResource #Roadconstruction #Corruption