ନିଆରା ଏକ ସୃଜନଶୀଳତା । ଅଦରକାରୀ ଵସ୍ତୁରୁ ଆକର୍ଷଣୀୟ ଦରକାରୀ ସାମଗ୍ରୀ । ଫିଙ୍ଗି ଦିଆଯାଉଥିବା ଆବର୍ଜନାକୁ ବ୍ୟବହାର କରି ସୁନ୍ଦର୍ ସଂରଚନା ହୋଇପାରେ, ତାହା ନ ଦେଖିଲେ ବିଶ୍ବାସ କରିହେବ ନାହିଁ । ମନ୍ଦିର ବାହାରେ ପଡିରହିଥିବା ନଡ଼ିଆ ସଢେଇରୁ ହୋଇପାରୁଛି ଅନେକ ପ୍ରକାରର ସୁନ୍ଦର୍ ସୃଷ୍ଟି ।
#GoodNews #coconutrot #creativity #attractive #accessories #Bhubaneswar #Odisha #ArgusNews